KHUAA PEDA; - For Festivals Like Holi, Diwali and Navratri
Khuaa Peda is perfect choice for celebrations
ଆଜି ଚାଲନ୍ତୁ ଦେଖିବା ଆମ ଓଡିଶା ର ଖୁଆ ପେଡା ରେସିପି
ସାମଗ୍ରୀ :-
1- କ୍ଷୀରୋ 1ଲିଟର
2- କାଜୁ
3- ଅଳେଇଚ
4- ଚିନି
ପ୍ରସ୍ତୁତି ;-
1- ପ୍ରଥମେ କଢେଇ କୁ Gas ରେ ବସାନ୍ତୁ ଓ ତାକୁ ଭଲ ଭାଵ ରେ ଗରମ ହେବାକୁ ଦିଅନ୍ତୁ !
କଢେଇ ଗରମ ହେବା ପରେ ସେଥି ରେ କ୍ଷୀର ଦିଅନ୍ତୁ ଓ ଖଡି଼କା ସାହାଯ୍ୟ ରେ ତାକୁ ଧୀରେ ଧୀରେ ଚଲାନ୍ତୁ
ଯେପରି କ୍ଷୀର କଢେଇ ରେ ଲାଗିନ ଯାଏ

2- କିଛି ସମୟ ଛାଡି ଛାଡି ତାକୁ ଚଲାନ୍ତୁ !
3 - କ୍ଷୀର ଟିକେ ଗାଢା
ହେଇଗଲେ ସେଥିରେ ଅଳେଇଚ କୁ ଗୁଣ୍ଡ କରି ପକାନ୍ତୁ !

4- କ୍ଷୀର ପୁରା ଗାଢା
ହେଇଗଲା ପରେ ସେଥିରେ ଚିନି ଓ କାଜୁ ପକାନ୍ତୁ
ଓ ଭଲ ରୁପେ କ୍ଷୀର ରେ ମିଶାନ୍ତୁ

5- କ୍ଷୀର ଭଲ ଭାବ ରେ ଶୁଖିବା ପରେ ତାକୁ ଏକ ପାତ୍ର ରେ କାଢି ନିଅନ୍ତୁ
ଏବଂ ତାକୁ ଛୋଟ ଛୋଟ ଗୁଳା କରି ତାକୁ ଶୁଖିବା ପାଇଁ ଦିଅନ୍ତୁ

6- ପେଡା ଶୁଖିବା ରେ ତାକୁ ଖାଆନ୍ତୁ

No comments:
Post a Comment