ରାଶି ଲଡୁ :- Sweetness is a basic taste most commonly perceived when eating foods rich in sugars.
Sweet tastes are regarded as a pleasurable experience. Treat yourself to these delicious eats, and start your day off on a sweet note.
ସାମଗ୍ରୀ :-
1- 2 cups ରାଶି
2- 1 cup ଗୁଡ଼
3- 15- 20 କାଜୁ
ପ୍ରସ୍ତୁତି :-
1- ପ୍ରଥମେ କଢେଇ କୁ ଗରମ କରନ୍ତୁ ଓ low flame ରେ 3 min ଯାଏ ରାଶି କୁ କଢେଇ ରେ ଭାଜନ୍ତୁ !

2- 3 min ପରେ ରାଶି କୁ କାଢି ଏକ ପାତ୍ର ରେ ଥଣ୍ଡା ହେବାକୁ ଦିଅନ୍ତୁ !

3- ବର୍ତ୍ତମାନ କଢେଇ କୁ Gas ରେ ବସାନ୍ତୁ ଏବଂ ସେଥିରେ ଗୁଡ ପକାନ୍ତୁ !

4- ଗୁଡ ଟିକେ ବହଳିଆ ହେଇଗଲା ପରେ ସେଥିରେ ରାଶି ,କାଜୁ କୁ ପକାଇ ଖଡ଼ିକା ସାହାଯ୍ୟ ରେ ଭଲ ଭାବରେ ଗୁଳାନ୍ତୁ

5- ରାଶି ଟିକେ ଥଣ୍ଡା ହେବା ପରେ . ଛୋଟ ଛୋଟ ଗୁଳା କରି ଶୁଖାଇ ଦିଅନ୍ତୁ !

6- ରାଶି ଲଡୁ ଶୁଖିବା ପରେ ତାର ଆନନ୍ଦ ନିଅନ୍ତୁ

No comments:
Post a Comment